അർത്ഥം : ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
ഉദാഹരണം :
ଚନ୍ଦ୍ରଦେବତାଙ୍କୁ ଔଷଧଗୁଡ଼ିକର ସ୍ୱାମୀ ବୋଲି କୁହାଯାଇଛି
പര്യായപദങ്ങൾ : ଚଂଦ୍ର, ଚଂଦ୍ରଦେବତା, ଚଂଦ୍ରମା, ଚନ୍ଦ୍ରଦେବତା, ଚନ୍ଦ୍ରମା, ମୟଂକ, ମୟଙ୍କ, ଶଶାଂକ, ଶଶାଙ୍କ, ହିମାଂଶୁ
മറ്റ് ഭാഷകളിലേക്കുള്ള വിവർത്തനം :
हिन्दू धर्मग्रंथों में वर्णित एक देवता।
चंद्रदेव को औषधियों का स्वामी कहा गया है।A deity worshipped by the Hindus.
hindu deityഅർത്ഥം : ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
ഉദാഹരണം :
ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
പര്യായപദങ്ങൾ : ଇନ୍ଦୁ, କଳାନିଧି, ଚାନ୍ଦ, ଜହ୍ନ, ଜ୍ୟୋତ୍ସ୍ନା, ନିଶାକାର, ନିଶାମଣି, ନିଶିକାନ୍ତ, ରଜନୀଶ, ରାକେଶ, ଶମ୍ଭୁଶେଖର, ଶଶାଙ୍କ, ଶଶୀ, ଶିବଶେଖର, ସୁଧାଂଶୁ, ସୁଧାକର, ହିମାଂଶୁ
മറ്റ് ഭാഷകളിലേക്കുള്ള വിവർത്തനം :
पृथ्वी के चारों ओर चक्कर लगाने वाला एक उपग्रह।
चंद्रमा सूर्य के प्रकाश से प्रकाशित होता है।The natural satellite of the Earth.
The average distance to the Moon is 384,400 kilometers.അർത്ഥം : ଚନ୍ଦ୍ର ଆକୃତିରେ ଗଢ଼ା ଯାଇଥିବା ବସ୍ତୁ
ഉദാഹരണം :
ମୂର୍ତ୍ତିକାର ଧାତୁରେ ତିଆରି ଏକ ଚନ୍ଦ୍ରମା ତିଆରି କରି ଶଙ୍କରଙ୍କ ମୂର୍ତ୍ତୀର ଶିର ଉପରେ ଲଗାଇଦେଲେ
പര്യായപദങ്ങൾ : ଚନ୍ଦ୍ରମା, ଚାନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
Any object resembling a moon.
He made a moon lamp that he used as a night light.അർത്ഥം : କୌଣସି ବର୍ଣ୍ଣ ଉପରେ ଦିଆ ଯାଉଥିବା ଅର୍ଦ୍ଧଚନ୍ଦ୍ରାକାର ଚିହ୍ନ
ഉദാഹരണം :
ହିନ୍ଦୀରେ ଡାକ୍ତର ଲେଖିଲା ବେଳେ ଡା ଉପରେ ଦିଆ ଯାଉଥିବା ଚିହ୍ନକୁ ଚନ୍ଦ୍ର କହନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
वह अर्धचंद्राकार चिन्ह जो किसी वर्ण के ऊपर बनाया जाता है।
डॉक्टर में डा के ऊपर लगे हुए चिन्ह को ही चंद्र कहते हैं।