അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଦୂର୍ଗାଙ୍କର ଆଉ ଏକ ରୂପ
ഉദാഹരണം : ଏହି ମନ୍ଦିରରେ ଚଣ୍ଡୀଙ୍କର ଏକ ଭବ୍ୟ ପ୍ରତିମା ଅଛି
പര്യായപദങ്ങൾ : ଚଣ୍ଡିକା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
दुर्गा का एक रूप।
Malevolent aspect of Devi.
അർത്ഥം : ତେରଟି ବର୍ଣ୍ଣର ଗୋଟିଏ ଛନ୍ଦ
ഉദാഹരണം : ଚଣ୍ଡୀର ପ୍ରତ୍ୟେକ ଚରଣରେ ଦୁଇଟି ନଗଣ, ଦୁଇଟି ସଗଣ ଏବଂ ଗୋଟିଏ ଗୁରୁ ଥାଏ
പര്യായപദങ്ങൾ : ଚଂଡୀ
तेरह वर्णों का एक छंद।
(prosody) a system of versification.
അർത്ഥം : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
ഉദാഹരണം : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
പര്യായപദങ്ങൾ : କର୍କଶ, କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ
जो कर्कश स्वभाव की हो या झगड़ा करती रहती हो।
Given to quarreling.
ഇൻസ്റ്റാൾ ചെയ്യുക