അർത്ഥം : ତଳୁ ଉପରଆଡ଼କୁ ନେଇଯିବା
ഉദാഹരണം :
ସେ ପ୍ରତିଦିନ ପାଣିପମ୍ପ ଦ୍ୱାରା ଟାଙ୍କିରେ ପାଣି ଚଢ଼ାଏ
പര്യായപദങ്ങൾ : ଭର୍ତ୍ତିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
ഉദാഹരണം :
ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
പര്യായപദങ്ങൾ : ବସାଇବା, ସବାର କରେଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।