അർത്ഥം : ଅତି ଶୀଘ୍ରରେ
ഉദാഹരണം :
ଚଞ୍ଚଳ ଏହି କାମ କରିଦିଅ
പര്യായപദങ്ങൾ : ଅତିଶୀଘ୍ର, ଚଟାପଟ୍, ଜଲ୍ଦି, ତୁରନ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
अति शीघ्रता से।
झटपट यह काम कर दो।അർത്ഥം : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
ഉദാഹരണം :
କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
പര്യായപദങ്ങൾ : ଅସ୍ଥିର, ଆନ୍ଦୋଳିତ, ଦ୍ୱିଧାପୂର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
ഉദാഹരണം :
ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
പര്യായപദങ്ങൾ : ଅଧୀର, ଅଧୈର୍ଯ୍ୟବାନ, ଅନବସ୍ଥିତ, ଚପଳ, ଧୈର୍ଯ୍ୟହୀନ, ବାଳୁଙ୍ଗା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ଶାନ୍ତ ନୁହେଁ
ഉദാഹരണം :
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
പര്യായപദങ്ങൾ : ଅବ୍ୟବସ୍ଥିତ, ଅଶାନ୍ତ, ଅସ୍ଥିରଚିତ୍ତ, ଉତ୍କଣ୍ଠିତ, କ୍ଷୁବ୍ଧ, ବିଚଳିତଅସ୍ଥିର
മറ്റ് ഭാഷകളിലേക്കുള്ള വിവർത്തനം :
Afflicted with or marked by anxious uneasiness or trouble or grief.
Too upset to say anything.