അർത്ഥം : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
ഉദാഹരണം :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
പര്യായപദങ്ങൾ : ଉଜ୍ଜ୍ୱଳ କରିବା, ଚମକ ଆସିବା, ଚମକିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
മറ്റ് ഭാഷകളിലേക്കുള്ള വിവർത്തനം :