അർത്ഥം : ଜୁଆ ଖେଳିବାର ଯେଉଁ ଉପକରଣରେ ଅଲଗା ଅଲଗା କେତେକ ଘର ହୋଇ ଥାଏ ଓ ତାହା ନିଜ ଅକ୍ଷଉପରେ ଗୋଲାକାରରେ ଘୂରିଥାଏ
ഉദാഹരണം :
ଜୁଆରୀ ଚରଖିରେ ଥିବା ଘର ଉପରେ ବାଜି ଲଗାଇଲା
പര്യായപദങ്ങൾ : ଚରଖି
മറ്റ് ഭാഷകളിലേക്കുള്ള വിവർത്തനം :
Game equipment consisting of a wheel with slots that is used for gambling. The wheel rotates horizontally and players bet on which slot the roulette ball will stop in.
roulette wheel, wheel