അർത്ഥം : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
ഉദാഹരണം :
ପିଲାଟି ଚକ୍ରି ବୁଲାଉଥିଲା
പര്യായപദങ്ങൾ : ଚକରି, ନଟୁ, ଭଉଁରୀ
മറ്റ് ഭാഷകളിലേക്കുള്ള വിവർത്തനം :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collectorഅർത്ഥം : ଚରଖାରେ ଥିବା ଚମଡାର ଗୋଲାକାର ଖଣ୍ଡ
ഉദാഹരണം :
ସେମାନେ ଭଙ୍ଗା ଚକ୍ରିକୁ ଯୋଡ଼ିବାକୁ ଚେଷ୍ଟା କରୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାଗଜ ଆଦିରେ ତିଆରି ଯେଉଁ ଖେଳନାଟି ପବନ ସହାୟତାରେ ନାଚୁଥାଏ
ഉദാഹരണം :
ଯେତେ ଯୋରରେ ପବନ ବହିବ, ଚକ୍ରି ସେତେ ଯୋରରେ ବୁଲିବ
മറ്റ് ഭാഷകളിലേക്കുള്ള വിവർത്തനം :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collector