അർത്ഥം : ବିନା କାରଣରେ ରାସ୍ତାରେ ଏପଟସେପଟ ବୁଲିବା ବା ଘୁମିବା କାମ
ഉദാഹരണം :
ସେ ସବୁବେଳେ ଚକ୍କର ମାରେ ଘୁରାଘୁରି କରିବା କାରଣରୁ ସେ ବହୁତ ଯାଗା ଦେଖିପାରିଛି
പര്യായപദങ്ങൾ : ଘୁରାଘୁରି, ଠ ମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
Travelling about without any clear destination.
She followed him in his wanderings and looked after him.അർത്ഥം : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
ഉദാഹരണം :
ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଶାରୀରିକ ଅବସ୍ଥାରେ କୌଣସି କାରଣରୁ ଏପରି ଜଣାପଡ଼େ ଯେ ସବୁକିଛି ଗୋଲ ଗୋଲ ଘୂରୁଛି ବା ଶରୀର ଘୂରୁଛି
ഉദാഹരണം :
ବେଳେବେଳେ କିଛି ନଖାଇ ନପିଇ ରହିଲେ ଚକ୍କର ଆସେ
പര്യായപദങ്ങൾ : ମୁଣ୍ଡ ବୁଲାଇବା
മറ്റ് ഭാഷകളിലേക്കുള്ള വിവർത്തനം :
वह शारीरिक अवस्था जिसमें किसी कारण से ऐसा आभास होता है कि सब कुछ गोल-गोल घूम रहा है या शरीर घूम रहा है।
कभी-कभी बिना खाए-पिए रहने के कारण भी चक्कर आता है।A reeling sensation. A feeling that you are about to fall.
dizziness, giddiness, lightheadedness, vertigo