അർത്ഥം : ଗାଡ଼ି ବା କଳଆଦିରେ ଲଗାଯାଉଥିବା ଯେଉଁ ଚକ ଘୁରିଲେ ଗାଡ଼ି ବା କଳ ଚାଲେ
ഉദാഹരണം :
ଏହି ଗାଡ଼ିର ଆଗ ଚକଟି ଖରାପ ହୋଇଯାଇଛି
പര്യായപദങ്ങൾ : ଚକା
മറ്റ് ഭാഷകളിലേക്കുള്ള വിവർത്തനം :
A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).
wheelഅർത്ഥം : ଯେଉଁ କୀଳକ ଉପରେ ଘୁରୁଥିବା ଚକ୍ର ଉପରେ କୁମ୍ଭାର ହାଣ୍ଡିମାଠିଆ ତିଆରି କରେ
ഉദാഹരണം :
କୁମ୍ଭାର ହାଣ୍ଡିମାଠିଆ ତିଆରି କରିବାପାଇଁ କୁମ୍ଭାରଚକକୁ ଘୁରାଇଲା
പര്യായപദങ്ങൾ : କୁମ୍ଭାର ଚକ
മറ്റ് ഭാഷകളിലേക്കുള്ള വിവർത്തനം :
कील पर घूमने वाला वह चक्र जिस पर कुम्हार बर्तन बनाते हैं।
कुम्हार ने बर्तन बनाने के लिए चाक को घुमाया।A horizontal rotating wheel holding the clay being shaped by a potter.
The potter's wheel was invented in Asia Minor around 6500 BC.അർത്ഥം : ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ
ഉദാഹരണം :
ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା
പര്യായപദങ്ങൾ : ଚକ୍ର
മറ്റ് ഭാഷകളിലേക്കുള്ള വിവർത്തനം :
A conical child's plaything tapering to a steel point on which it can be made to spin.
He got a bright red top and string for his birthday.അർത്ഥം : ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି
ഉദാഹരണം :
ଏହି ଖେତରେ ପ୍ରଚୁର ଫଳେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
ഉദാഹരണം :
କୁମ୍ଭାର ଚକ ଏକ ପ୍ରକାରର ଚକ୍ର
പര്യായപദങ്ങൾ : ଚକ୍ର
മറ്റ് ഭാഷകളിലേക്കുള്ള വിവർത്തനം :
A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).
wheelഅർത്ഥം : କାଠ,ଲୁହା ଆଦିର ଗୋଲାକାର ଛାଞ୍ଚ ଯାହା ଛଡଖଣ୍ଡ ଆଦିଦ୍ବାରା ଚକ୍ରର କେନ୍ଦ୍ର ଠାରେ ବନ୍ଧା ହୋଇଥାଏ ଏବଂ କୌଣସି ଅକ୍ଷ ବା ଅଖକୁ କେନ୍ଦ୍ର କରି ତାହାର ଚାରି ପଟେ ଘୁରେ ତଥା ଯାନ,ରଥ ଆଦିକୁ ଆଗକୁ ଠେଲି ନିଏ
ഉദാഹരണം :
ପିଲାମାନେ ଚକରେ ଝୁଲୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
लकड़ी, लोहे आदि का गोलाकार ढाँचा जो छड़ों तीलियों आदि द्वारा चक्र के केंद्र पर कसा रहता है और किसी अक्ष या धुरे को केन्द्र बनाकर उसके चारों ओर घूमता तथा यान, रथ आदि को आगे खींचता चलता है।
बच्चे चक्कर में झुल रहे हैं।A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).
wheel