അർത്ഥം : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
ഉദാഹരണം :
ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
പര്യായപദങ്ങൾ : ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗ, ହୟ
മറ്റ് ഭാഷകളിലേക്കുള്ള വിവർത്തനം :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।അർത്ഥം : ଯେଉଁ ଉଚ୍ଚା ଷ୍ଟୁଲରେ ଉପରକୁ ଚଢ଼ିବା ପାଇଁ ସିଢ଼ି ଲାଗିଥାଏ
ഉദാഹരണം :
ଘୋଡ଼ା ଉପରେ ଚଢ଼ି ଚାକରାଣୀ ପଙ୍ଖା ସଫା କରିବାକୁ ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :
एक तरह का ऊँचा स्टूल जिस पर चढ़ने के लिए सीढ़ियाँ बनी होती हैं।
घोड़े पर चढ़कर बाई पंखा साफ करने लगी।അർത്ഥം : କାନ୍ଥ ବାହାରେ ବାହାରିଥିବା ପଥର ଖଣ୍ଡ ଯାହା ଉପରର ଭାର ସମ୍ଭାଳିବା ପାଇଁ ଲଗା ଯାଇଥାଏ
ഉദാഹരണം :
ତାକୁ ଘୋଡ଼ିଆରେ ଚୋଟ ଲାଗିଯାଇଛି
പര്യായപദങ്ങൾ : ଘୋଡ଼ିଆ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବନ୍ଧୁକ ଭଳି ଶସ୍ତ୍ରର କମାନୀ ଯାହାକୁ ଦବାଇଲେ ବା ଠେଲିଲେ ହିଁ ଗୁଳି ଚାଲିଯାଏ
ഉദാഹരണം :
ସେ ଲକ୍ଷ୍ୟ କଲେ ଏବଂ ଟ୍ରିଗର ଦବାଇଲେ
പര്യായപദങ്ങൾ : ଟ୍ରିଗର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଣ୍ଡିରା ଘୋଡ଼ା
ഉദാഹരണം :
ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
പര്യായപദങ്ങൾ : ଅଶ୍ୱ, ଘୋଟକ, ତୁରଙ୍ଗ, ହୟ
മറ്റ് ഭാഷകളിലേക്കുള്ള വിവർത്തനം :
The male of species Equus caballus.
male horse