അർത്ഥം : କାନ୍ଥଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ
ഉദാഹരണം :
ପିଲାମାନେ ହତାରେ ଖେଳୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
An enclosure of residences and other building (especially in the Orient).
compoundഅർത്ഥം : ଚଡ଼ିଦାର ପାଇଜାମା ପିନ୍ଧିଲେ ନିମ୍ନ ଆଡ଼କୁ ହେଉଥିବା ଭାଙ୍ଗ ବା ଘେର
ഉദാഹരണം :
ଏହି ଚୁଡ଼ିଦାରରେ ଅଧିକ ଘେର ରହିଛି
മറ്റ് ഭാഷകളിലേക്കുള്ള വിവർത്തനം :
चूड़ीदार पाजामा को पहनने पर नीचे की ओर बनने वाली सिकुड़न या घेर।
इस चूड़ीदार में अधिक चूड़ियाँ हैं।അർത്ഥം : ଯେଉଁ ମୋଟା କପଡ଼ାଦ୍ୱାରା କୌଣସି ସ୍ଥାନ ଆଦି ଘେରାଯାଏ
ഉദാഹരണം :
ତମ୍ବୁ ଚାରିପଟେ ଘେର ଲାଗିଛି
പര്യായപദങ്ങൾ : କନାଟ
മറ്റ് ഭാഷകളിലേക്കുള്ള വിവർത്തനം :
A portable shelter (usually of canvas stretched over supporting poles and fastened to the ground with ropes and pegs).
He pitched his tent near the creek.