അർത്ഥം : ବିଶେଷକରି ମାଂସ ନିମନ୍ତେ ପାଳନ କରାଯାଉଥିବା ଏକ ଗୃହପାଳିତ ପଶୁ
ഉദാഹരണം :
ସେ ବଜାରରୁ ଘୁଷୁରୀ ମାଂସ କିଣିଲା ଆଜିକାଲି ଘୁଷୁରୀ ପାଳନକୁ ଏକ ବ୍ୟବସାୟ ବୋଲି ଗଣାଯାଉଛି
പര്യായപദങ്ങൾ : ଶୂକର
മറ്റ് ഭാഷകളിലേക്കുള്ള വിവർത്തനം :
एक पालतू पशु जो विशेषकर मांस के लिए पाला जाता है।
उसने बाजार से सूअर का मांस खरीदा।