അർത്ഥം : ନିର୍ଦ୍ଦିଷ୍ଟ ସମୟର ଆଗକୁ ସମୟ ନିର୍ଘଣ୍ଟ
ഉദാഹരണം :
ଡିସେମ୍ବରର ଯାତ୍ରା ଏବେ ଖରା ଛୁଟିପର୍ଯ୍ୟନ୍ତ ଗଡ଼ିଗଲା
പര്യായപദങ്ങൾ : ଗଡ଼ିଗଲା, ସ୍ଥଗିତହେଲା
മറ്റ് ഭാഷകളിലേക്കുള്ള വിവർത്തനം :
निश्चित समय से आगे का समय नियत होना।
दिसम्बर की यात्रा अब गर्मी की छुट्टियों तक टल गई है।അർത്ഥം : କୌଣସି କାମ ସମୟ ଆଗରୁ କରିଦେବା କିମ୍ବା ସ୍ଥଗିତ କରିବା
ഉദാഹരണം :
ଅଧ୍ୟକ୍ଷ ଚାରିଦିନପାଇଁ ବୈଠକକୁ ସ୍ଥଗିତ ରଖିଲେ
പര്യായപദങ്ങൾ : ସ୍ଥଗିତ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य का समय आगे कर देना या स्थगित करना।
अध्यक्ष ने चार दिन के लिए बैठक को टाला।