അർത്ഥം : ଭୟଆଦି କାରଣରୁ କିଂକର୍ତ୍ତବ୍ୟବିମୂଢ଼ ହେବା
ഉദാഹരണം :
ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେହିଁ ଦୁଷ୍ଟ ମନୋଜ ଶଙ୍କିଗଲା
പര്യായപദങ്ങൾ : କାକୁସ୍ଥହେବା, ଚକିତହେବା, ଶଙ୍କିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
Be overcome by a sudden fear.
The students panicked when told that final exams were less than a week away.