അർത്ഥം : ଧୀରେଧୀରେ ଚାଲିବା
ഉദാഹരണം :
ଷ୍ଟେସନ ପାଖେଇ ଆସିବାରୁ ରେଳଗାଡ଼ି ଧିମେଇଲା
പര്യായപദങ്ങൾ : ଧିମେଇଧିମେଇ ଚାଲିବା, ଧିମେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭୂମି ବା କୌଣସି ଆଧାର ଉପରେ ଚିତ୍ହୋଇ ଏପଟସେପଟ ହେବା
ഉദാഹരണം :
ନିଜ ଜିଦି ପୂରଣ କରିବାପାଇଁ ଛୋଟପିଲାମାନେ ପ୍ରାୟତଃ ତଳେ ଲୋଟିଯାନ୍ତି
പര്യായപദങ്ങൾ : ଲୋଟିବା
മറ്റ് ഭാഷകളിലേക്കുള്ള വിവർത്തനം :
भूमि या किसी आधार पर चित्त या पट होते हुए इधर-उधर होना।
अपनी ज़िद्द पूरी कराने के लिए बच्चे अक़सर ज़मीन पर लोटते हैं।അർത്ഥം : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
ഉദാഹരണം :
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
പര്യായപദങ്ങൾ : ଶୋଇବା
മറ്റ് ഭാഷകളിലേക്കുള്ള വിവർത്തനം :