അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଗଡ଼ାଇବା କାମ କରାଇବା
ഉദാഹരണം : ସେ ପିଲାଙ୍କଦ୍ୱାରା ବଲ୍ ଗଡ଼ାଉଛି
പര്യായപദങ്ങൾ : ଗଡ଼େଇବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
लुढ़काने का काम कराना।
അർത്ഥം : ଟାଳିବାକାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം : ପ୍ରବନ୍ଧକ ସାକ୍ଷାତାକାର ଦିନ ଟଳାଇଲେ
പര്യായപദങ്ങൾ : ଘୁଞ୍ଚାଇବା, ଟଳାଇବା, ଟାଳିବା
टालने का काम दूसरे से कराना।
അർത്ഥം : ଯେଉଁ ପ୍ରକାରେ ଛାଡ଼ିଲେ ବା ଧକ୍କାଦେଲେ କୌଣସି ବସ୍ତୁ ଚକ୍କର ମାରି କିଛି ଦୂରକୁ ଚାଲିଯାଏ
ഉദാഹരണം : ତେଲପୂର୍ଣ୍ଣ ଡ୍ରମକୁ ଟ୍ରକରୁ ଓହ୍ଲାଇବାପାଇଁ ରାମୁ ତାକୁ ଗଡ଼ାଇଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
इस प्रकार छोड़ना या धकेलना कि चक्कर खाते हुए कुछ दूर चला जाए।
Move by turning over or rotating.
അർത്ഥം : ସ୍ରୋତକୁ ତଳ ଆଡ଼କୁ ନେଇଯିବା
ഉദാഹരണം : ବନ୍ଧର ପାଣି କେନାଲରେ ଗଡ଼େଇଦିଆଯାଉଛି
പര്യായപദങ്ങൾ : ଛାଡ଼ିବା, ନିଗାଡ଼ିବା
प्रवाह को ढाल की ओर ले जाना।
ഇൻസ്റ്റാൾ ചെയ്യുക