അർത്ഥം : ମନୁଷ୍ୟ ଜୀବନରେ ଅଲଗା ଅଲଗା ଗ୍ରହମାନଙ୍କର ନିଶ୍ଚିତ ଭୋଗକାଳ
ഉദാഹരണം :
ଏବେ ମୋର ଗ୍ରହଦଶା ବହୁତ ଭଲଚାଲିଛି
പര്യായപദങ്ങൾ : କାଳ, ଗ୍ରହ, ଗ୍ରହଭୋଗ, ଦଶା
മറ്റ് ഭാഷകളിലേക്കുള്ള വിവർത്തനം :
मनुष्य के जीवन में अलग-अलग ग्रहों के निश्चित भोगकाल।
अभी मेरी ग्रह दशा बहुत अच्छी चल रही है।അർത്ഥം : ଫଳିତ ଜ୍ୟୋତିଷ ଅନୁସାରେ ଯେଉଁ ଅବସ୍ଥାରେ ଗୋଟିଏ ରାଶିର ଗୋଟିଏ ଅଂଶ ଉପରେ ଏକାଧିକ ଗ୍ରହ ଏକତ୍ର ହୁଅନ୍ତି
ഉദാഹരണം :
ଜ୍ୟୋତିଷ ଜାତକ ଦେଖି କହିଲେ ଯେ ଆପଣଙ୍କ ଏହି ସମୟ ଗ୍ରହଯୋଗ ଦଶାରେ ଗତି କରୁଛି
പര്യായപദങ്ങൾ : ଗ୍ରହଯୋଗ
മറ്റ് ഭാഷകളിലേക്കുള്ള വിവർത്തനം :
(astronomy) apparent meeting or passing of two or more celestial bodies in the same degree of the zodiac.
alignment, conjunction