അർത്ഥം : ଭଲରୂପେ ଅବା ପୂରାମାତ୍ରାରେ ଗୋଳାଇବାର କାର୍ଯ୍ୟ
ഉദാഹരണം :
ଜଳରେ ଲୁଣ ଗୋଳାଇବା ପରେ ଏଥିରେ ଅଳ୍ପ ମିଠା ପକାଅ
മറ്റ് ഭാഷകളിലേക്കുള്ള വിവർത്തനം :
अच्छी तरह से या पूरी तरह से गलने या पिघलने की क्रिया।
घी के विगलन के पश्चात् उसे आटे में मिला दें।അർത്ഥം : ଆଉଟିବାକାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ସେ ଗଉଡ଼ଦ୍ୱାରା ହିଁ ଦୁଧ ଆଉଟାଇଲା
പര്യായപദങ്ങൾ : ଆଉଟାଇବା, ଗାଢାକରାଇବା, ଘଣ୍ଟାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା
ഉദാഹരണം :
ଆମେ ସରବତ୍ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
പര്യായപദങ്ങൾ : ମିଶେଇବା, ମିଶ୍ରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी द्रव पदार्थ में कोई वस्तु हिलाकर मिलाना।
हम शरबत बनाने के लिए पानी में शक्कर घोलते हैं।