അർത്ഥം : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
ഉദാഹരണം :
ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
പര്യായപദങ്ങൾ : ଦଳ, ପଲ, ବୃନ୍ଦ, ମେଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
A group of wild mammals of one species that remain together: antelope or elephants or seals or whales or zebra.
herdഅർത്ഥം : ପଶୁଗୁଡ଼ିକର ପଲ
ഉദാഹരണം :
ଜଙ୍ଗଲରେ ଗୋରୁପଲ ଚରୁଛନ୍ତି
പര്യായപദങ്ങൾ : ପଞ୍ଝା, ପଲ, ପେଣ୍ଡା
മറ്റ് ഭാഷകളിലേക്കുള്ള വിവർത്തനം :
चौपायों का झुंड।
जंगल में गायों की रास चर रही है।A group of animals.
animal groupഅർത്ഥം : ଗାଈ ବା ମଇଁଷି ରଖିବା ସ୍ଥାନ
ഉദാഹരണം :
ସେ ପ୍ରତିଦିନ ଗୋଠରୁ ତାଜା କ୍ଷୀର ଆଣେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ഉദാഹരണം :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
പര്യായപദങ്ങൾ : ଗଣ, ଦଳ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
മറ്റ് ഭാഷകളിലേക്കുള്ള വിവർത്തനം :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.