അർത്ഥം : ଯେଉଁ କାଗଜର ଖେଳଣା ସୂତା ସାହାଯ୍ୟରେ ଆକାଶରେ ଉଡ଼େ
ഉദാഹരണം :
ପିଲାମାନେ ପଡ଼ିଆରେ ଗୁଡ଼ି ଉଡ଼ାଉଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
Plaything consisting of a light frame covered with tissue paper. Flown in wind at end of a string.
kiteഅർത്ഥം : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ
ഉദാഹരണം :
ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ
പര്യായപദങ്ങൾ : ଠାକୁରଘର, ଠାକୁରମନ୍ଦିର, ଦେବାଳୟ, ମନ୍ଦିର
മറ്റ് ഭാഷകളിലേക്കുള്ള വിവർത്തനം :
Place of worship consisting of an edifice for the worship of a deity.
templeഅർത്ഥം : ଏକ ପ୍ରକାରର ବଡ଼ ଗୁଡ଼ି
ഉദാഹരണം :
ଗୁଡ଼ି ମୋଟା ସୂତାରେ ଉଡ଼ାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :