അർത്ഥം : (ବିଛଣା ) ଗୋଟାଇବା
ഉദാഹരണം :
ସେ ବିଛଣା ଗୁଡ଼ାଉଛି
പര്യായപദങ്ങൾ : ଏକାଠି କରିବା, ଭାଙ୍ଗି ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିସ୍ତାର ହୋଇଥିବା ବସ୍ତୁକୁ ଗୋଲାକାରରେ ଘୁରାଇବା ବା ଗଣ୍ଠିଲି ରୂପରେ କରିବା
ഉദാഹരണം :
ଗାଲିଚାକୁ ଗୁଡ଼ାନ୍ତୁ
പര്യായപദങ്ങൾ : ଗୁଡ଼େଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା
ഉദാഹരണം :
ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ
പര്യായപദങ്ങൾ : ଚାପିଦେବା
മറ്റ് ഭാഷകളിലേക്കുള്ള വിവർത്തനം :