അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଛୋଟ ପିଲାଙ୍କ ଲିଙ୍ଗେନ୍ଦ୍ରିୟ
ഉദാഹരണം : ଶୀଲାର ଛୁଆର ସୁନାରେ ବ୍ରଣ ଉଠିଛି
പര്യായപദങ്ങൾ : ଗୁଡ଼, ନୁନୀ, ସୁନା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
छोटे बच्चे की लिंगेन्द्रिय।
അർത്ഥം : ଚିଲମ ଟାଣିବା ପରେ ତମାଖୁର ଜଳି ଯାଇଥିବା ବଳକା ଅଂଶ
ഉദാഹരണം : ଚାକର ଚିଲମର ଗୁଲ ଝାଡ଼ି ପୁଣି ସେଥିରେ ତମାଖୁ ଭର୍ତ୍ତିକଲା
तम्बाखू का जला हुआ वह अंश जो चिलम पीने के बाद बच जाता है।
അർത്ഥം : ଜଳିକରି ଉପରକୁ ଉଠିଥିବା ଦୀପ ବଳିତାର ଅଂଶ
ഉദാഹരണം : ରେଶ୍ମା ସଳିତାରୁ ଫୁଲ ଝାଡ଼ି ପୁଣି ଦୀପ ତେଜିଲା
പര്യായപദങ്ങൾ : ଫୁଲ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जलकर उभड़ा हुआ दीपक की बत्ती का अंश।
The charred portion of a candlewick.
ഇൻസ്റ്റാൾ ചെയ്യുക