അർത്ഥം : ବେଦ ପଢାଉଥିବା ଲୋକ
ഉദാഹരണം :
ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
പര്യായപദങ്ങൾ : ଆଚାର୍ଯ୍ୟ, ଗୁରୁଦେବ, ଶିକ୍ଷାଗୁରୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି
ഉദാഹരണം :
ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼
പര്യായപദങ്ങൾ : ଦେବଗୁରୁ, ବୃହସ୍ପତି
മറ്റ് ഭാഷകളിലേക്കുള്ള വിവർത്തനം :
सौर जगत का पाँचवा ग्रह जो पृथ्वी से बहुत दूर है।
बृहस्पति सब ग्रहों से बड़ा है।The largest planet and the 5th from the sun. Has many satellites and is one of the brightest objects in the night sky.
jupiterഅർത്ഥം : ଯେ କୌଣସି କଳା,ଗୁଣ ଆଦିରେ ଅନ୍ୟଠାରୁ ଅଧିକ
ഉദാഹരണം :
କଂପ୍ୟୁଟର ସମ୍ବନ୍ଧୀୟ ତଥ୍ୟ ବିଷୟରେ ଆଶିଷ ତୁମର ଗୁରୁ
മറ്റ് ഭാഷകളിലേക്കുള്ള വിവർത്തനം :
वह जो किसी कला,गुण आदि में किसी से बढ़कर हो।
कम्प्यूटर संबंधी जानकारी के मामले में आशीष तुम्हारा बाप है।അർത്ഥം : ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା
ഉദാഹരണം :
ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି
പര്യായപദങ്ങൾ : ଦେବଗୁରୁ, ଦେବାଚାର୍ଯ୍ୟ, ବୃହସ୍ପତି, ସୁରାଚାର୍ଯ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
एक देवता जो सब देवताओं के गुरु हैं।
आपत्तिकाल में बृहस्पति देवताओं की मदद करते हैं।Personification of the power of ritual devotion.
brihaspati