അർത്ഥം : ଏକ ଚିରହରିତ ବୃକ୍ଷର ଫଳରୁ ପ୍ରାପ୍ତ ସୁଗନ୍ଧିତ ମଞ୍ଜି ଯାହାକୁ ମସଲା ରୂପେ ବ୍ୟବହାର କରାଯାଏ
ഉദാഹരണം :
ଚା ସୁସ୍ୱାଦୁ କରିବାପାଇଁ ମୋହନ ସେଥିରେ ଗୁଜୁରାତି ଓ ଅଦା ପକାଇଲା
മറ്റ് ഭാഷകളിലേക്കുള്ള വിവർത്തനം :
एक सदाबहार पेड़ के फल से प्राप्त सुगन्धित बीज जो मसाले के रूप में प्रयुक्त होता है।
मोहन ने चाय को स्वादिष्ट बनाने के लिए उसमें इलायची और अदरक डाला।അർത്ഥം : ଯେଉଁ ବୃକ୍ଷରୁ ପ୍ରାପ୍ତ ଫଳର ସୁଗନ୍ଧିତ ମଞ୍ଜିକୁ ମସଲାରୂପେ ବ୍ୟବହାର କରାଯାଏ
ഉദാഹരണം :
ଏହି ବଗିଚାରେ ଅନେକ ଗୁଜୁରାତି ଗଛ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
Rhizomatous herb of India having aromatic seeds used as seasoning.
cardamom, cardamon, elettaria cardamomum