അർത്ഥം : ଚାରି ଆଶ୍ରମ ମଧ୍ୟରୁ ଦ୍ୱିତୀୟ ଆଶ୍ରମ ଯେଉଁଥିରେ ଲୋକେ ବିବାହ କରି ଘରର ହାନିଲାଭ ବୁଝନ୍ତି
ഉദാഹരണം :
ବୈଦିକ କାଳରେ ଶିକ୍ଷା ସମାପ୍ତ ହେଲା ପରେହିଁ ଲୋକେ ଗାର୍ହସ୍ଥ୍ୟରେ ପ୍ରବେଶ କରୁଥିଲେ
പര്യായപദങ്ങൾ : ଗୃହସ୍ଥାଶ୍ରମ
മറ്റ് ഭാഷകളിലേക്കുള്ള വിവർത്തനം :
चार आश्रमों में से दूसरा आश्रम जिसमें लोग विवाह करके घर का काम-काज देखते हैं।
वैदिक काल में शिक्षा समाप्त होने के बाद ही लोग गृहस्थाश्रम में प्रवेश करते थे।