അർത്ഥം : ଦେହକୁ ସଫା କରିବାପାଇଁ ପାଣିରେ ଧୋଇବା
ഉദാഹരണം :
ଜେଜେ ଶୀତ ଦିନରେ ଉଷୁମ ପାଣିରେ ଗାଧାନ୍ତି
പര്യായപദങ്ങൾ : ସ୍ନାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
शरीर साफ करने के लिए उसे जल से धोना।
दादाजी ठंड के दिनों में गुनगुने पानी से नहाते हैं।അർത്ഥം : ରଜୋଧର୍ମରୁ ନିବୃତ୍ତ ହେଲାପରେ ସ୍ତ୍ରୀ ସ୍ନାନ କରିବା
ഉദാഹരണം :
ପ୍ରାୟ ସ୍ତ୍ରୀଲୋକମାନେ ତିନିଦିନ ପରେ ଗାଧାନ୍ତି
പര്യായപദങ്ങൾ : ସ୍ନାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପାଣିରେ ପଶି ସ୍ନାନ କରିବା
ഉദാഹരണം :
ଋଷି ପ୍ରତିଦିନ ଗଙ୍ଗା ନଦୀରେ ନିମଜ୍ଜନ ହୁଅନ୍ତି
പര്യായപദങ്ങൾ : ଅବଗାହନ ହେବା, ନିମଜ୍ଜନ ହେବା, ବୁଡିବା, ସ୍ନାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :