അർത്ഥം : ଚକି ଆଦିରେ ପେଷିବା ସମୟରେ ଖାଦ୍ୟଶସ୍ୟ ଭର୍ତ୍ତି କରିବାପାଇଁ ହୋଇଥିବା ଛିଦ୍ର
ഉദാഹരണം :
ଏହି ଘୋରଣା ଗାତ ଭାରି ଚଉଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
ഉദാഹരണം :
ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
An open shaft through the floors of a building (as for a stairway).
wellഅർത്ഥം : ଗଭୀର ତଳ ବା ସ୍ଥାନ
ഉദാഹരണം :
ଜଣେ ଅନ୍ଧ ବ୍ୟକ୍ତି ଗାତରେ ପଡ଼ିଗଲା
മറ്റ് ഭാഷകളിലേക്കുള്ള വിവർത്തനം :