അർത്ഥം : ଯେଉଁ ପ୍ରକାରର ରୋଗରେ ଶରୀରରେ ଜ୍ୱଳନ ଅନୁଭୂତ ହୁଏ ଏବଂ କେବେ କେବେ ଶରୀରରେ ଦାନାଭଳି ବାହାରି ଆସେ
ഉദാഹരണം :
ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
പര്യായപദങ്ങൾ : ଉଷ୍ମାଘାତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
ഉദാഹരണം :
ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗରମ ସମୟ
ഉദാഹരണം :
ଖରାରେ ଶୋଷ ଅଧିକ ଲାଗେ
പര്യായപദങ്ങൾ : ଉଷ୍ମ କାଳ, ଖରା, ଗ୍ରୀଷ୍ମ, ଗ୍ରୀଷ୍ମଋତୁ, ଗ୍ରୀଷ୍ମକାଳ
മറ്റ് ഭാഷകളിലേക്കുള്ള വിവർത്തനം :
वह मौसम या समय जब कड़ी धूप होती है।
गर्मी में प्यास अधिक लगती है।അർത്ഥം : ତରଳ ବା ଗରମ ହୋଇଥିବା
ഉദാഹരണം :
ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତାତି ଥିବା
ഉദാഹരണം :
ଗରମ ତାୱା ଉପରେ ହିଁ ରୋଟି ପକାଇବା ଦରକାର, ନହେଲେ ତାହା ଲାଗିଯିବ
പര്യായപദങ്ങൾ : ତତଲା
അർത്ഥം : ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
ഉദാഹരണം :
ଏହି କୋଟ୍ ବହୁତ ଗରମ
മറ്റ് ഭാഷകളിലേക്കുള്ള വിവർത്തനം :
Having or producing a comfortable and agreeable degree of heat or imparting or maintaining heat.
A warm body.അർത്ഥം : ଯାହା ବହୁତ ଗରମ
ഉദാഹരണം :
ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
മറ്റ് ഭാഷകളിലേക്കുള്ള വിവർത്തനം :
Hot enough to burn with or as if with a hissing sound.
A sizzling steak.