അർത്ഥം : ଅଣ୍ଡିରା ଗଧ
ഉദാഹരണം :
ଧୋବା ଦୁଇଟି ଗଧୀ ଓ ଗୋଟିଏ ଗଧ ପାଳିଛି
പര്യായപദങ്ങൾ : ଗର୍ଧବ
മറ്റ് ഭാഷകളിലേക്കുള്ള വിവർത്തനം :
Domestic beast of burden descended from the African wild ass. Patient but stubborn.
domestic ass, donkey, equus asinusഅർത്ഥം : ଘୋଡ଼ାଭଳି ବା ତାଠାରୁ ଛୋଟ ଗୋଟିଏ ଚତୁସ୍ପଦପ୍ରାଣୀ
ഉദാഹരണം :
ଗଧ ଠିଆଠିଆ ଶୁଏ
മറ്റ് ഭാഷകളിലേക്കുള്ള വിവർത്തനം :
Hardy and sure-footed animal smaller and with longer ears than the horse.
assഅർത്ഥം : ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍ ବୁଦ୍ଧି
ഉദാഹരണം :
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍ ନୁହେଁ
പര്യായപദങ്ങൾ : ଗୋବରଗଣେଶ, ମୂର୍ଖ, ମୂର୍ଖ ବ୍ୟକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
वह व्यक्ति जिसमें बुद्धि न हो या कम हो।
समाज में मूर्खों की कमी नहीं है।