അർത്ഥം : କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ
ഉദാഹരണം :
ସେ ଖଟରେ ବିଛଣା ବିଛାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
Linen or cotton articles for a bed (as sheets and pillowcases).
bed linenഅർത്ഥം : ବ୍ୟବସାୟୀ, ଦୋକାନୀଆଦିଙ୍କ ବସିବାର ଆସନ
ഉദാഹരണം :
ଦୋକାନୀ ଗଦି ଉପରେ ବସି ଜିନିଷର ସୂଚୀ ତିଆରି କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
व्यवसायी, दुकानदार आदि के बैठने का आसन।
दुकानदार गद्दी पर बैठकर सामानों की सूची तैयार कर रहा था।A soft bag filled with air or a mass of padding such as feathers or foam rubber etc..
cushionഅർത്ഥം : ପଶୁମାନଙ୍କ ଶୋଭାପାଇଁ ପିଠିରେ ପକାଯାଉଥିବା ଏକ ଚାରିଚଉରସ ବସ୍ତ୍ର
ഉദാഹരണം :
ଘୋଡ଼ା ପିଠିରେ ରେଶମୀ ଗଦି ସୁଶୋଭିତ ହେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତୁଳାଆଦିରେ ଭରା ହୋଇଥିବା ମୋଟା ଓ କୋମଳ ବିଛଣା
ഉദാഹരണം :
ସେ ଗଦି ଉପରେ ଶୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
A large thick pad filled with resilient material and often incorporating coiled springs, used as a bed or part of a bed.
mattress