അർത്ഥം : ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
ഉദാഹരണം :
ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
പര്യായപദങ്ങൾ : ଗତିମାନ, ପ୍ରବାହମାନ, ପ୍ରବାହଶୀଳ, ପ୍ରବାହିତ, ବହିଯାଉଥିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ଗତି ଅଛି ବା ଯେ ଚଳମାନ
ഉദാഹരണം :
ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି ସମୟ ସବୁବେଳେ ଗତିଶୀଳ
പര്യായപദങ്ങൾ : ଅବିରାମ, ଗତିପୂର୍ଣ୍ଣ, ଗତିବାନ୍, ଚଳଚଞ୍ଚଳ, ଚଳମାନ୍
മറ്റ് ഭാഷകളിലേക്കുള്ള വിവർത്തനം :