അർത്ഥം : ଯେଉଁ ଦିଗଆଡ଼କୁ ପଠାଇଲେ ତାହା ପରିକଳ୍ପିତ ବା ନିୟମବଦ୍ଧ କାର୍ଯ୍ୟଠାରୁ ଅଲଗା ବା ବିପରୀତ ହୁଏ
ഉദാഹരണം :
ବୈଜ୍ଞାନିକମାନେ ରକେଟକୁ ଅନ୍ୟ ଦିଗକୁ ନେଇଯାଉଛନ୍ତି
പര്യായപദങ്ങൾ : ଅନ୍ୟ ଦିଗକୁ ନେଇଯିବା, ଡାଇଭର୍ଟ କରିବା, ଦିଗ ପରିବର୍ତ୍ତନ କରିବା, ବିପରୀତ ଦିଗକୁ ନେଇଯିବା
മറ്റ് ഭാഷകളിലേക്കുള്ള വിവർത്തനം :
* उस दिशा आदि की ओर भेजना जो सुनियोजित या नियत से अलग या विपरीत हो।
वैज्ञानिक राकेट को दूसरी ओर ले जा रहे हैं।Send on a course or in a direction different from the planned or intended one.
divert