അർത്ഥം : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ഉദാഹരണം :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
പര്യായപദങ്ങൾ : ଅବସ୍ଥା, ଦଶା, ସ୍ଥିତି, ହାଲ୍ଚାଲ୍
മറ്റ് ഭാഷകളിലേക്കുള്ള വിവർത്തനം :
The way something is with respect to its main attributes.
The current state of knowledge.അർത്ഥം : ପ୍ରତି ଏକକ ସମୟରେ ନିର୍ଦ୍ଧାରିତ କରାଯାଇଥିବା ଦୂରତା
ഉദാഹരണം :
କାର ୫୦ କିଲୋମିଟର ଗତିରେ ଯାଉଛି
പര്യായപദങ്ങൾ : ବେଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାଲିବା କ୍ରିୟା
ഉദാഹരണം :
ସେ ଶୀଘ୍ର ଗତିରେ କେଉଁଠିକୁ ଯାଉଛି?
പര്യായപദങ്ങൾ : ଚାଲି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ ଯାହାଙ୍କର ବିବାହ ପୁଲହ ଋଷିଙ୍କ ସହିତ ହୋଇଥିଲା
ഉദാഹരണം :
ଗତି ଅନୁସୁଇୟାଙ୍କ ସାନ ଭଉଣୀ ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
कर्दम ऋषि एवं देवहूति की नौ कन्याओं में से एक जिनका विवाह पुलह ऋषि के साथ हुआ था।
गति अनुसुइया की छोटी बहन थीं।An imaginary being of myth or fable.
mythical being