അർത്ഥം : ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
ഉദാഹരണം :
ଏହି ଗଛର ଗଣ୍ଡି ବହୁତ ସରୁ
പര്യായപദങ്ങൾ : କାଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ഉദാഹരണം :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
പര്യായപദങ്ങൾ : ଅବଧି, ଚୌହଦି, ଧାର, ପରିସୀମା, ସୀମା
മറ്റ് ഭാഷകളിലേക്കുള്ള വിവർത്തനം :
The point or degree to which something extends.
The extent of the damage.അർത്ഥം : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ
ഉദാഹരണം :
ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା
പര്യായപദങ്ങൾ : ପାଟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବେକରୁ ଅଣ୍ଟା ପର୍ଯ୍ୟନ୍ତ ଶରୀରର ଭାଗ
ഉദാഹരണം :
ଖଣ୍ଡାର ଗୋଟିଏ ଚୋଟରେ ତା’ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଶରୀରରୁ ମୁଣ୍ଡ କଟାଯାଇଛି
ഉദാഹരണം :
ଯୁଦ୍ଧଭୂଇଁର ସ୍ଥାନେସ୍ଥାନେ ଶରୀରର ଗଣ୍ଡି ପଡ଼ିଥିଲା
പര്യായപദങ്ങൾ : ମୁଣ୍ଡହୀନ ଶରୀର
മറ്റ് ഭാഷകളിലേക്കുള്ള വിവർത്തനം :
Not having a head or formed without a head.
The headless horseman.