അർത്ഥം : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
ഉദാഹരണം :
ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
പര്യായപദങ്ങൾ : ଅଧିସ୍ଥାପନା, ନିର୍ମାଣ, ସଂସ୍ଥାପନା, ସ୍ଥାପନା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି
ഉദാഹരണം :
ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ
പര്യായപദങ്ങൾ : ନିର୍ମାଣ, ପ୍ରଣୟନ, ବିନ୍ୟାସ, ରଚନା
മറ്റ് ഭാഷകളിലേക്കുള്ള വിവർത്തനം :
An arrangement of people or things acting as a unit.
A defensive formation.