അർത്ഥം : ଏକ ପ୍ରକାରର ମିଠେଇ ଯାହା ମଇଦା ଖାସ୍ତା ମିଶା ଅଟାକୁ ତେଲ ବା ଘିଅରେ ଛାଣି ଚିନି ସିରାରେ ବୁଡ଼ାଇ ତିଆରି କରାଯାଇଥାଏ
ഉദാഹരണം :
ଶୀଲା ଫେଣୀ ଖାଉଛି
പര്യായപദങ്ങൾ : ଫେଣୀ
മറ്റ് ഭാഷകളിലേക്കുള്ള വിവർത്തനം :
एक प्रकार की मिठाई जो मैदे के मोयन डले आटे को तेल या घी में तलकर, उसे चाशनी में डुबाकर बनाई जाती है।
शीला माठ खा रही है।അർത്ഥം : ଗଜା ଉଠିଆସିବାର ଅବସ୍ଥା ବା ଭାବ
ഉദാഹരണം :
ବିଲରେ ଗହମ ମଞ୍ଜି ଭଲ ଗଜା ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
Combining into a solid mass.
consolidationഅർത്ഥം : ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
ഉദാഹരണം :
କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
മറ്റ് ഭാഷകളിലേക്കുള്ള വിവർത്തനം :
A newly grown bud (especially from a germinating seed).
sproutഅർത്ഥം : ମଞ୍ଜି ଗଜା ହେବାର ପ୍ରକ୍ରିୟା
ഉദാഹരണം :
କ୍ଷେତରେ ସବୁ ବୁଟ ଗଜା ହୋଇନାହିଁ
പര്യായപദങ്ങൾ : ଅଙ୍କୁରଣ
മറ്റ് ഭാഷകളിലേക്കുള്ള വിവർത്തനം :