അർത്ഥം : ଖୋଲିବାର ପ୍ରକ୍ରିୟା
ഉദാഹരണം :
ଏହି ମହଲର ଦରୱାଜା ଖୋଲିବା ସହଜ ନୁହେଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାନ୍ଧିବା ବା ଯୋଡ଼ୁଥିବା ବସ୍ତୁକୁ ହଟାଇବା
ഉദാഹരണം :
ମୋ ଧୋତି ଖୋଲିଗଲାଆପଣଙ୍କ କମିଜର ବୋତାମ ଖୋଲିଗଲା
പര്യായപദങ്ങൾ : ଖୋଲିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଂପ୍ୟୁଟରରେ କୌଣସି ଫାଇଲ ଆଦି ଖୋଲିବା
ഉദാഹരണം :
ଆପଣ ପ୍ରଥମେ ଗୋଟିଏ ଫାଇଲ୍ ଖୋଲନ୍ତୁ
പര്യായപദങ്ങൾ : ଆରମ୍ଭ କରିବା, ଓପନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Display the contents of a file or start an application as on a computer.
openഅർത്ഥം : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
ഉദാഹരണം :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
പര്യായപദങ്ങൾ : ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।അർത്ഥം : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା
ഉദാഹരണം :
ମାଛ ଜାଲରୁ ଖୋଲିଗଲା
പര്യായപദങ്ങൾ : ଅନ୍ମୁକ୍ତ ହେବା, ଆଜାଦ ହେବା, ବନ୍ଧନ ମୁକ୍ତ ହେବା, ମୁକ୍ତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी बँधी या फँसी हुई वस्तु का अलग होना।
मछली जाल से छूट गई।അർത്ഥം : ପିନ୍ଧା ବସ୍ତୁକୁ ଖୋଲିବା
ഉദാഹരണം :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
പര്യായപദങ്ങൾ : ଉତାରିବା, ବାହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମରାମତି ଆଦି କରିବାପାଇଁ ଯନ୍ତ୍ରାଂଶଗୁଡ଼ିକ ଅଲଗା କରିବା
ഉദാഹരണം :
ଏହି ମିସ୍ତ୍ରୀ ଏଠାରେ ମୋ ଗାଡ଼ିର ଇଞ୍ଜିନ୍ ଖୋଲିଛି
പര്യായപദങ്ങൾ : ଅଲଗା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୁପ୍ତ ବା ଗୂଢ଼ କଥା ପ୍ରକଟ ବା ସ୍ପଷ୍ଟ କରିବା
ഉദാഹരണം :
ସେ ନିଜ ପ୍ରେମ ବିବାହର ଗୋପନ କଥା ପ୍ରକାଶ କଲାସାମ୍ବାଦିକମାନେ ସହରର କଥାକଥିତ ପ୍ରତିଷ୍ଠିତ ଲୋକମାନଙ୍କ ମୁଖା ଖୋଲିଦେଲେ
പര്യായപദങ്ങൾ : ଉନ୍ମୋଚିତ କରିବା, ପର୍ଦାଫାଶ କରିବା, ପ୍ରକାଶ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी की गुप्त या गूढ़ बात प्रकट या स्पष्ट करना।
उसने अपने प्रेम विवाह का राज खोला।അർത്ഥം : ନୂଆ ପ୍ରକାରେ ଆରମ୍ଭ କରିବା
ഉദാഹരണം :
ପଡ଼ୋଶୀ ଆଉ ଗୋଟିଏ ବାସନର ଦୋକାନ ଖୋଲିଲେ
പര്യായപദങ്ങൾ : ଆରମ୍ଭ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
नए सिरे से आरम्भ करना।
पड़ोसी ने बरतन की एक और दुकान खोली।അർത്ഥം : ବ୍ୟାଙ୍କ ଆଦିରେ ଖାତା ଆରମ୍ଭ କରିବା
ഉദാഹരണം :
ଏଠିକାର ସମସ୍ତ କର୍ମଚାରୀ କାନାଡ଼ା ବ୍ୟାଙ୍କରେ ଖାତା ଖୋଲିଛନ୍ତି
അർത്ഥം : କୌଣସି ଉପକରଣର ମରାମତି ଆଦି ନିମନ୍ତେ ଅଂଶଗୁଡ଼ିକୁ ଅଲଗା କରିବା
ഉദാഹരണം :
ଘଡି ସଜାଡ଼ିବାବାଲା ଘଡ଼ିରେ ବେଟେରି ପକାଇବା ପାଇଁ ତାକୁ ଖୋଲିଲେ
മറ്റ് ഭാഷകളിലേക്കുള്ള വിവർത്തനം :
किसी उपकरण का मरम्मत आदि के लिए उसके पुरज़े अलग करना।
घड़ीसाज ने घड़ी में बैटरी डालने के लिए उसे खोला।