അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଆଙ୍ଗୁଠିରେ ଛୁଇଁ ଉପଲବ୍ଧି କରୁଥିବା ପ୍ରକ୍ରିୟା
ഉദാഹരണം : ଚକୋଲେଟ୍ ପାଇବା ଲାଳସାରେ ପିଲାଙ୍କର ପକେଟ୍ ଦରାଣ୍ଡିବା ଉଚିତ
പര്യായപദങ്ങൾ : ଅଣ୍ଡାଳିବା, ଦରାଣ୍ଡିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
उँगलियों से छूकर मालूम करने की क्रिया।
അർത്ഥം : ଲୁଚା ହୋଇଥିବା କିମ୍ବା ହଜିଥିବା ଜିନିଷକୁ ଖୋଜିବାର କ୍ରିୟା ବା ଭାବ
ഉദാഹരണം : ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି
പര്യായപദങ്ങൾ : ତଲାସିବା, ପତା କରିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
छिपे या खोए हुए को खोजने या ढूँढ़ने की क्रिया या भाव।
The activity of looking thoroughly in order to find something or someone.
അർത്ഥം : ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ഉദാഹരണം : ପୋଲିସ ହତ୍ୟାକାରୀକୁ ଖୋଜୁଛି ସବୁ ଦୋକାନଗୁଡ଼ିକୁ ଖୋଜିଲାପରେ ବି ହେଙ୍ଗୁକେଉଁଠି ମିଳିଲା ନାହିଁ
പര്യായപദങ്ങൾ : ପତା ଲଗାଇବା
यह देखना कि कोई व्यक्ति, वस्तु, स्थान आदि कहाँ है।
Try to locate or discover, or try to establish the existence of.
അർത്ഥം : ଜାଣିବାପାଇଁ ଆଙ୍ଗୁଳିଦ୍ୱାରା ଛୁଇଁବା ବା ଦବାଇବା
ഉദാഹരണം : ଶ୍ୟାମ ତା ବାପାଙ୍କ ପକେଟ୍ ଅଣ୍ଡାଳୁଛି
मालूम करने के लिए उँगलियों से छूना या दबाना।
Feel searchingly.
ഇൻസ്റ്റാൾ ചെയ്യുക