അർത്ഥം : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
ഉദാഹരണം :
ପିଲାମାନେ ପାଣିରେ ଖେଳୁଛନ୍ତି
പര്യായപദങ്ങൾ : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ବିନୋଦ, ବିହାର
മറ്റ് ഭാഷകളിലേക്കുള്ള വിവർത്തനം :
Activities that are enjoyable or amusing.
I do it for the fun of it.അർത്ഥം : ମନୋରଞ୍ଜନ ନିମନ୍ତେ ବ୍ୟବହୃତ ବସ୍ତୁ,କାମ ଆଦି ଯେଉଁଥିରେ ଖେଳା ଯାଏ
ഉദാഹരണം :
ମୋ କଂପ୍ୟୁଟରରେ କେତେ ପ୍ରକାର ଖେଳ ଅପଲୋଡ ହୋଇଛି
പര്യായപദങ്ങൾ : ଗେମ୍
മറ്റ് ഭാഷകളിലേക്കുള്ള വിവർത്തനം :
An amusement or pastime.
They played word games.അർത്ഥം : ଖେଳର ପ୍ରଦର୍ଶନ
ഉദാഹരണം :
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି
പര്യായപദങ്ങൾ : ଖେଳ ପ୍ରଦର୍ଶନ
മറ്റ് ഭാഷകളിലേക്കുള്ള വിവർത്തനം :
खेल का प्रदर्शन।
सर्कस के बाहर सूचना पट्ट पर लिखा था कि खेल का समय बदल दिया गया है।A difficult or unusual or dangerous feat. Usually done to gain attention.
stuntഅർത്ഥം : ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
ഉദാഹരണം :
ଖେଳରେ ହାରିବା ଜିତିବା ଲାଗିରହିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
An amusement or pastime.
They played word games.അർത്ഥം : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
ഉദാഹരണം :
ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
പര്യായപദങ്ങൾ : ଏଥ୍ଲେଟିକ୍ସ, ଖେଳକୁଦ
മറ്റ് ഭാഷകളിലേക്കുള്ള വിവർത്തനം :