അർത്ഥം : ଟଙ୍କା ରଖିବାପାଇଁ କମରରେ ବନ୍ଧା ଯାଉଥିବା ଗୋଟିଏ ଲମ୍ବା ଥଳି
ഉദാഹരണം :
ସେଠ୍ ରାମାନନ୍ଦ ଯେବେବି ବେପାର ସଂକ୍ରାନ୍ତରେ ବାହାରକୁ ଯାଆନ୍ତି, ଗାଞ୍ଜିଆରେ ପଇସା ନେଇ ଯାଆନ୍ତି
പര്യായപദങ്ങൾ : ଗାଞ୍ଜିଆ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ପ୍ରକାର ଛୋଟ ଥଳି
ഉദാഹരണം :
ମୋର ଟଙ୍କାଥଳି ଚୋରି ହୋଇଯାଇଛି
പര്യായപദങ്ങൾ : ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳି, ଥଳିଆ, ମନିପର୍ସ୍, ମୁଣା
മറ്റ് ഭാഷകളിലേക്കുള്ള വിവർത്തനം :
A container used for carrying money and small personal items or accessories (especially by women).
She reached into her bag and found a comb.