അർത്ഥം : ଖୋଳା ହୋଇଥିବା ଛିଦ୍ରରେ ଖୋପା ଯାଉଥିବା ଖିଲ
ഉദാഹരണം :
ଖିଲ ଲଗାଇବା ପରେ ଖଟର ହଲିବା ବନ୍ଦ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
ഉദാഹരണം :
ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା
ഉദാഹരണം :
ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା
മറ്റ് ഭാഷകളിലേക്കുള്ള വിവർത്തനം :