അർത്ഥം : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
ഉദാഹരണം :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
പര്യായപദങ്ങൾ : ଉପଭୋଗ, ଗ୍ରହଣ କରିବା, ଭୋଜନ, ସେବନ
മറ്റ് ഭാഷകളിലേക്കുള്ള വിവർത്തനം :
The act of using.
He warned against the use of narcotic drugs.അർത്ഥം : ଚିନ୍ତା, ରୋଗ ଆଦି କାରଣରୁ ଶରୀର ଉପରେ କୁପ୍ରଭାବ ପଡ଼ିବା ବା କାହାର ମୃତ୍ୟୁ ହେବା
ഉദാഹരണം :
ବୋହୂର ମୃତ୍ୟୁ ପରେ ହିଁ ମାଆକୁ ଚିନ୍ତା ଖାଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
चिंता,बीमारी आदि से शरीर पर कुप्रभाव पड़ना या किसी की मृत्यु होना।
बहू की मृत्यु के बाद ही माँ को चिंता खा गई।അർത്ഥം : ଶୀଘ୍ର ଶୀଘ୍ର ବା ହିଂସ୍ର ଭାବରେ ଖାଇବା
ഉദാഹരണം :
ବାଘ ଠେକୁଆକୁ ଭକ୍ଷଣକଲା
പര്യായപദങ്ങൾ : ଭକ୍ଷଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
ഉദാഹരണം :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
പര്യായപദങ്ങൾ : ପିଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘରେ କେହି ନୂଆ ବ୍ୟକ୍ତିଙ୍କ ଆଗମନ ହେଉଁହେଉଁ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବା
ഉദാഹരണം :
ଜନ୍ମ ହେବାମାତ୍ରେ ହିଁ ସେ ତା ମାଆକୁ ଖାଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
घर में किसी नए व्यक्ति के आगमन होते ही उसी घर के किसी सदस्य का निधन हो जाना।
पैदा होते ही वह अपनी माँ को खा गई।അർത്ഥം : ପରଶା ଯାଇଥିବା ଖାଦ୍ୟ ଖାଇବା
ഉദാഹരണം :
ପ୍ରବଚନ ସରିବା ପରେ ଭକ୍ତମାନେ ଧାଡ଼ିରେ ବସି ଭୋଜନ କରୁଥିଲେ
പര്യായപദങ്ങൾ : ଭୋଜନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Eat a meal. Take a meal.
We did not eat until 10 P.M. because there were so many phone calls.അർത്ഥം : (ବ୍ୟକ୍ତିର ଗୁଣ ଆଦି) ନଷ୍ଟ କରିବା
ഉദാഹരണം :
ଗର୍ବ ମଣିଷକୁ ଖାଇଯାଏ
പര്യായപദങ്ങൾ : ନଷ୍ଟ କରିବା, ବରବାଦ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆହାରଆଦିକୁ ମୁଁହଦ୍ୱାରା ପେଟ ଭିତରକୁ ନେଇଯିବା
ഉദാഹരണം :
ବାଘ ମାଂସ ଖାଉଛି
പര്യായപദങ്ങൾ : ଆହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :