അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେଉଁ ଖାଲ ବର୍ଷାଦିନେ ଭୂମି ଦବିଯିବା କାରଣରୁ ହୋଇଥାଏ
ഉദാഹരണം : କଚ୍ଚା ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ହୋଇଯାଇଛି
പര്യായപദങ്ങൾ : ଖାଲ, ଗର୍ତ୍ତ, ଗାତ, ଗାଡ଼
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह गड्ढा जो बरसात के दिनों में जमीन के दब जाने से बन जाता है या जिसमें बरसाती पानी एकत्र हो जाता है।
A concavity in a surface (especially an anatomical depression).
അർത്ഥം : ଦୁର୍ଗର ସୁରକ୍ଷାପାଇଁ ତା ଚାରିପାଖରେ ଖୋଳାଯାଉଥିବା ଗର୍ତ୍ତ
ഉദാഹരണം : ଦୁର୍ଗର ଚାରିପାଖରେ ଖାଇ ଖୋଳିବା କାମ ଆରମ୍ଭ ହୋଇଗଲାଣି
പര്യായപദങ്ങൾ : ପରିଖା
वह गड्ढा जो किले के चारों और सुरक्षा के लिए खोदा जाता है।
Ditch dug as a fortification and usually filled with water.
അർത്ഥം : ଲମ୍ବା ଏବଂ ଗଭୀର ଗାତ
ഉദാഹരണം : ଚାଳକର ବେପରୁଆ ଆଚରଣରୁ ବସ୍ଟି ଗାତରେ ପଡ଼ିଗଲା
പര്യായപദങ്ങൾ : ଗାତ
लम्बा और गहरा गड्ढा।
Any long ditch cut in the ground.
ഇൻസ്റ്റാൾ ചെയ്യുക