അർത്ഥം : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
ഉദാഹരണം :
କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
പര്യായപദങ്ങൾ : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚୁପ୍ହୋଇ ଚାଲିଯିବା
ഉദാഹരണം :
ସେ ମୋ ପଇସା ନେଇ ଖସିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
ഉദാഹരണം :
ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
പര്യായപദങ്ങൾ : ଖସରି ପଡ଼ିବା, ପଡ଼ିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପାସ୍ କରିବା
ഉദാഹരണം :
ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
പര്യായപദങ്ങൾ : ଉତ୍ତୀର୍ଣ୍ଣହେବା, ପାସ୍ କରିବା
മറ്റ് ഭാഷകളിലേക്കുള്ള വിവർത്തനം :