അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଶିରା ଟାଣିହେବା କାରଣରୁ ଯେଉଁ ବଳଦ ଛୋଟା ହୋଇଯାଇଛି
ഉദാഹരണം : କୃଷକ ଖଲିଆ ବଳଦକୁ ଶଗଡ଼ରେ ଯୋଚୁଛି
പര്യായപദങ്ങൾ : ଖଲିଆ ବଳଦ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह बैल जो नसों के सिकुड़ जाने के कारण लंगड़ा हो गया हो।
An adult castrated bull of the genus Bos. Especially Bos taurus.
അർത്ഥം : ଯେଉଁ ବଳଦର ପଛଗୋଡ଼ ଚାଲିଲାବେଳେ ବଙ୍କେଇଯାଏ
ഉദാഹരണം : ଚାଷୀ ଖଲିଆ ଓ କଷରା ବଳଦଙ୍କୁ ହଳରେ ଯୋଚୁଛି
वह बैल जिसका पिछला पैर चलने में लचकता हो।
അർത്ഥം : ଚାଲିଲା ବେଳେ ଯାହାର ପାଦ ବଙ୍କା ହୁଏ
ഉദാഹരണം : କୃଷକ ଛୋଟା ବଳଦକୁ ପୁଣି ପାଣି ଦେଉଛି
പര്യായപദങ്ങൾ : ଛୋଟା
जिसका पैर चलने में लचकता हो।
Disabled in the feet or legs.
ഇൻസ്റ്റാൾ ചെയ്യുക