അർത്ഥം : କିଛି ଖାଦ୍ୟ ପଦାର୍ଥର ପ୍ରତ୍ୟେକ ଛୋଟ ଖଣ୍ଡ
ഉദാഹരണം :
ସେ ମିଶ୍ରି ଖଣ୍ଡେ ପାଟିରେ ପକେଇ ପାଣି ପିଇଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାରିକୋଣିଆ ବା ଗୋଲ କଟା ହୋଇଥିବା ଛୋଟ ଖଣ୍ଡ
ഉദാഹരണം :
ମାନସୀ ଭାତ ସାଙ୍ଗରେ ଝୋଳ ସହିତ ଦୁଇ ଖଣ୍ଡ ଆଳୁ ପରଷିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କେବଳ ରାବ ଗୁଡ଼ରେ ତିଆରି ବସ୍ତୁ
ഉദാഹരണം :
ଶାକର, ନବାତଆଦି ଖଣ୍ଡ ପଦାର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
ഉദാഹരണം :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
പര്യായപദങ്ങൾ : ଅଂଶ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ, ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
Something determined in relation to something that includes it.
He wanted to feel a part of something bigger than himself.അർത്ഥം : କୌଣସି ବସ୍ତୁର ସେହି ସମାନ ଖଣ୍ଡମଧ୍ୟରୁ ପ୍ରତ୍ୟେକ ଖଣ୍ଡ ଯାହା ପରସ୍ପର ଯୋଡ଼ି ହୋଇଥାଏ ମାତ୍ର ଆବଶ୍ୟକ ପଡ଼ିଲେ ଅଲଗା ହୋଇଯାଏ
ഉദാഹരണം :
ହରଡ, ବୁଟ ଆଦିରେ ଦୁଇ ଫାଳ ଥାଏ
പര്യായപദങ്ങൾ : ଫାଳ
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु के उन समान खंडों में से प्रत्येक जो परस्पर जुड़े हों पर दबाव पड़ने पर अलग हो जाते हों।
अरहर, चने आदि में दो दल होते हैं।അർത്ഥം : କୌଣସି ବିଶେଷ ପ୍ରକାରର ଗଛଗୁଡ଼ିକର ଗୋଲ ଏବଂ ଟାଣ ଉପଯୋଗୀ ଅଂଶ ଯାହା ମାଟି ତଳେ ଫଳିଥାଏ
ഉദാഹരണം :
ସେ ତରକାରୀରେ ପକାଇବାପାଇଁ ହଳଦୀ ଖଣ୍ଡ ଚୂନାକଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସଫା କରାଯାଇ ନ ଥିବା ଚିନି
ഉദാഹരണം :
ଗ୍ରାମୀଣ କ୍ଷେତ୍ରରେ ଆଖୁଶାଳରେ ଖଣ୍ଡ ତିଆରି କରାଯାଏ
പര്യായപദങ്ങൾ : ସାକର
മറ്റ് ഭാഷകളിലേക്കുള്ള വിവർത്തനം :