അർത്ഥം : ଆକାଶରେ ଉଡ଼ୁଥିବା ବା ବିଚରଣ କରୁଥିବା ପକ୍ଷୀ
ഉദാഹരണം :
ପକ୍ଷୀ ନଭଚର ପ୍ରାଣୀ
പര്യായപദങ്ങൾ : ଆକାଶଚର, ଆକାଶଚାରୀ, ଖଗଚର, ଖେଚର, ନଭଚର, ନଭଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
आकाश में चलने या विचरण करने वाला।
पक्षी नभचर प्राणी हैं।