അർത്ഥം : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
ഉദാഹരണം :
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
പര്യായപദങ്ങൾ : ବେଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
ഉദാഹരണം :
କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
പര്യായപദങ്ങൾ : ବଡ଼କରେଇ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଚିକଣିଆ ନାହିଁ
ഉദാഹരണം :
ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ପ୍ରକୃତି କୋମଳ ନୁହେଁ
ഉദാഹരണം :
ଆମ ବାପା ବହୁତ କଡ଼ା ପ୍ରକୃତିର
മറ്റ് ഭാഷകളിലേക്കുള്ള വിവർത്തനം :