അർത്ഥം : ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
ഉദാഹരണം :
ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର
മറ്റ് ഭാഷകളിലേക്കുള്ള വിവർത്തനം :
A white nutritious liquid secreted by mammals and used as food by human beings.
milkഅർത്ഥം : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
ഉദാഹരണം :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
പര്യായപദങ്ങൾ : ଖିର, ବୃକ୍ଷର ନିର୍ଯାସ, ରସ
മറ്റ് ഭാഷകളിലേക്കുള്ള വിവർത്തനം :
A milky exudate from certain plants that coagulates on exposure to air.
latex