അർത്ഥം : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
ഉദാഹരണം :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
പര്യായപദങ്ങൾ : ଶକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
The power or right to give orders or make decisions.
He has the authority to issue warrants.അർത്ഥം : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ഉദാഹരണം :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
പര്യായപദങ്ങൾ : ଆଧିପତ୍ୟ, ପ୍ରଭୁତ୍ୱ, ଶାସନ, ସତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
The power or right to give orders or make decisions.
He has the authority to issue warrants.അർത്ഥം : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
ഉദാഹരണം :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
പര്യായപദങ്ങൾ : ଉପଯୁକ୍ତତା, ପରଖ, ଯୋଗ୍ୟତା, ସାମର୍ଥ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.അർത്ഥം : କିଛି ଧାରଣ କରିବାର ଯୋଗ୍ୟତା ବା ଶକ୍ତି
ഉദാഹരണം :
ଏହି ସିନେମା ଘରର ଧାରଣ କ୍ଷମତା ପାଞ୍ଚଶହ
പര്യായപദങ്ങൾ : ଧାରଣ କ୍ଷମତା
മറ്റ് ഭാഷകളിലേക്കുള്ള വിവർത്തനം :
The quality of being capable -- physically or intellectually or legally.
He worked to the limits of his capability.